କନକ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଜନତା ମଇଦାନରେ ସୁରକ୍ଷାକୁ ନେଇ କରାଯାଉଛି ମକ୍ ଡ୍ରିଲ । ଜନତା ମଇଦାନରେ ଅର୍ବାନ ୱାର ଫାୟାର ପକ୍ଷରୁ କରାଯାଇଛି ମକ୍ ଡ୍ରିଲ । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଯୋଗଦେବେ ।
ଏହା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ପୋଲିସ କମିସନର । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏସପିଜି, ଏସ୍ଓଜି, ଓଡ୍ରାଫ, ଅଗ୍ନିଶମ, କେ-ନାଇନ୍ ସ୍କ୍ବାଡ୍ ଆଲର୍ଟ ହୋଇ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/05/nlobsrLi2J5GewfKQ6Ve.jpg)