ଭାରତ ଉପରେ ଆକ୍ରମଣ ଧମକ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ : କହିଲେ ସିନ୍ଧୁ ନଦୀ ଉପରେ ଭାରତ ଡ୍ୟାମ ନିର୍ମାଣ କଲେ ହେବ ଆକ୍ରମଣ

Advertisment

ପାକିସ୍ତାନ ଉପରେ ଭାରତର ଆକ୍ରମଣ ଭୟରେ ବିଳିବିଳଉଛନ୍ତି ପାକିସ୍ତାନର ନେତାମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏବେ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି

Updated On

ପାକିସ୍ତାନ ଉପରେ ଭାରତର ଆକ୍ରମଣ ଭୟରେ ବିଳିବିଳଉଛନ୍ତି ପାକିସ୍ତାନର ନେତାମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏବେ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି

ଅଦ୍ୟତନ ହୋଇଛି
pakistan 456

Photograph: (kanaknews)

କନକବ୍ୟୁରୋ :  ପାକିସ୍ତାନ ଉପରେ ଭାରତର ଆକ୍ରମଣ ଭୟରେ ବିଳିବିଳଉଛନ୍ତି ପାକିସ୍ତାନର ନେତାମନ୍ତ୍ରୀ  ।  ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏବେ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି   ।  ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସିନ୍ଧୁ ନଦୀ ଚୁକ୍ତି ଉଲ୍ଲଙ୍ଘନ କରି ଭାରତ ସିନ୍ଧୁ ନଦୀ ଉପରେ ଯଦି କୌଣସି ଡ୍ୟାମ୍‌ ନିର୍ମାଣ କରେ ତେବେ ଭାରତ ଉପରେ ଆକ୍ରମଣ କରିବ ପାକିସ୍ତାନ   । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe