କନକବ୍ୟୁରୋ : ପାକିସ୍ତାନ ଉପରେ ଭାରତର ଆକ୍ରମଣ ଭୟରେ ବିଳିବିଳଉଛନ୍ତି ପାକିସ୍ତାନର ନେତାମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏବେ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସିନ୍ଧୁ ନଦୀ ଚୁକ୍ତି ଉଲ୍ଲଙ୍ଘନ କରି ଭାରତ ସିନ୍ଧୁ ନଦୀ ଉପରେ ଯଦି କୌଣସି ଡ୍ୟାମ୍ ନିର୍ମାଣ କରେ ତେବେ ଭାରତ ଉପରେ ଆକ୍ରମଣ କରିବ ପାକିସ୍ତାନ ।
ଭାରତ ଉପରେ ଆକ୍ରମଣ ଧମକ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ : କହିଲେ ସିନ୍ଧୁ ନଦୀ ଉପରେ ଭାରତ ଡ୍ୟାମ ନିର୍ମାଣ କଲେ ହେବ ଆକ୍ରମଣ
ପାକିସ୍ତାନ ଉପରେ ଭାରତର ଆକ୍ରମଣ ଭୟରେ ବିଳିବିଳଉଛନ୍ତି ପାକିସ୍ତାନର ନେତାମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏବେ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି
/kanak/media/media_files/2025/05/03/Nw7gr0DnEIVC1kpcfk8v.jpg)