ପୁଣ୍ୟ ଉତ୍କଳ ପକ୍ଷରୁ ବ୍ରହ୍ମପୁରରେ ଜଳ ବଣ୍ଟନ, ପହଲଗାମ୍ ଘଟଣାକୁ ଦୃଢ଼ ନିନ୍ଦା କରି କଲେ କ୍ୟାଣ୍ଡେଲ୍ ଶୋଭାଯାତ୍ରା...

Advertisment

ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଶାଖା ସମ୍ପାଦନା କରିଥିବାରୁ ପୁଣ୍ୟ ଉତ୍କଳର ପ୍ରତିଷ୍ଠାତା ମନୋରଞ୍ଜନ ମହାପାତ୍ର (ବୁଲୁ ଭାଇ) ଗଞ୍ଜାମ ଶାଖାର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ସହିତ ସାଧୁବାଦ ଜଣାଇଛନ୍ତି ।

Updated On

ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଶାଖା ସମ୍ପାଦନା କରିଥିବାରୁ ପୁଣ୍ୟ ଉତ୍କଳର ପ୍ରତିଷ୍ଠାତା ମନୋରଞ୍ଜନ ମହାପାତ୍ର (ବୁଲୁ ଭାଇ) ଗଞ୍ଜାମ ଶାଖାର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ସହିତ ସାଧୁବାଦ ଜଣାଇଛନ୍ତି ।

ଅଦ୍ୟତନ ହୋଇଛି
dsdsds

Punya Utkal Photograph: (KANAK NEWS)

କନକ ବ୍ୟୁରୋ: ପୁଣ୍ୟ ଉତ୍କଳ ତରଫରୁ ମା ବୁଢୀ ଠାକୁରାଣୀ ଯାତ୍ରା ଉପଲକ୍ଷେ ବ୍ରହ୍ମପୁରରେ ଆଜି ଜଳ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପାଦନ ହେଲା । ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଶାଖା ସମ୍ପାଦନା କରିଥିବାରୁ ପୁଣ୍ୟ ଉତ୍କଳର ପ୍ରତିଷ୍ଠାତା ମନୋରଞ୍ଜନ ମହାପାତ୍ର (ବୁଲୁ ଭାଇ) ଗଞ୍ଜାମ ଶାଖାର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ସହିତ ସାଧୁବାଦ ଜଣାଇଛନ୍ତି ।

ପୁଣ୍ୟ ଉତ୍କଳର ଜଳ ବଣ୍ଟନ କାର୍ଯ୍ୟକ୍ରମ ପରେ ଗଞ୍ଜାମ ଶାଖାର କର୍ମକର୍ତ୍ତାମାନେ ଆଜି ବ୍ରହ୍ମପୁର ସହରରେ ପହଲଗାମ ଆତଙ୍କୀ ହମଲାକୁ ଦୃଢ଼ ନିନ୍ଦା କରି ଗ୍ରୀନ୍ ଚିଲିଜରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏବଂ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭବାନୀ, ରାଜେଶ, ଜଗଦୀଶ, ଶେସୁ ଚାଲାମ, ଶିବ ପ୍ରସାଦ ଏବଂ ଶାଖାର ଅନ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe