ଚତୁର୍ଥ ଦିନରେ ବି ଗୃହରେ ହୋହାଲ୍ଲା ; ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ବି ସୁରୁଖୁରଚତୁର୍ଥ ଦିନରେ ବି ଗୃହରେ ହୋହାଲ୍ଲା ; ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ

asse

କନକ ବ୍ୟୁରୋ: ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ବି ସୁରୁଖୁରଚତୁର୍ଥ ଦିନରେ ବି ଗୃହରେ ହୋହାଲ୍ଲା ; ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ

କନକ ବ୍ୟୁରୋ: ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟର ଚତୁର୍ଥ ଦିନରେ ବି ସୁରୁଖୁରୁରେ ଚାଲିପାରୁନି ଗୃହକାର୍ୟ୍ୟ । ପ୍ରଶ୍ନକାଳ ଆରମ୍ଭରୁ ପୋଡିୟମ ପାଖକୁ ଯାଇ ହୋହାଲ୍ଲା କରିଛନ୍ତି ବିରୋଧୀ ।  ଚିକିଟି ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପାଟିତୁଣ୍ଡ କରିଥିଲେ ବିରୋଧୀ ବିଧାୟକ । ଫଳରେ ବାଧ୍ୟହୋଇ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe