କନକ ବ୍ୟୁରୋ: ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ବି ସୁରୁଖୁରଚତୁର୍ଥ ଦିନରେ ବି ଗୃହରେ ହୋହାଲ୍ଲା ; ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ
କନକ ବ୍ୟୁରୋ: ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟର ଚତୁର୍ଥ ଦିନରେ ବି ସୁରୁଖୁରୁରେ ଚାଲିପାରୁନି ଗୃହକାର୍ୟ୍ୟ । ପ୍ରଶ୍ନକାଳ ଆରମ୍ଭରୁ ପୋଡିୟମ ପାଖକୁ ଯାଇ ହୋହାଲ୍ଲା କରିଛନ୍ତି ବିରୋଧୀ । ଚିକିଟି ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପାଟିତୁଣ୍ଡ କରିଥିଲେ ବିରୋଧୀ ବିଧାୟକ । ଫଳରେ ବାଧ୍ୟହୋଇ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/nxBxICQ4ByZo1uIOAvRd.jpg)