ଗଛରେ ପିଟି ହୋଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍, ବୌଦ୍ଧ ଥାନା ବୁରପଟା ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା

Advertisment

ବୌଦ୍ଧ ବୁରକଟାରେ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ପିକଅପ ଭ୍ୟାନ। ଏହା ପରେ ପିକ୍‌ଅପ୍ ଭ୍ୟାନ୍‌ଟି ଓଲଟି ପଡିଥିଲା

ବୌଦ୍ଧ ବୁରକଟାରେ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ପିକଅପ ଭ୍ୟାନ। ଏହା ପରେ ପିକ୍‌ଅପ୍ ଭ୍ୟାନ୍‌ଟି ଓଲଟି ପଡିଥିଲା

van

କନକବ୍ୟୁରୋ: ବୌଦ୍ଧ ବୁରକଟାରେ ସଡ଼କ ଦୁର୍ଘଟଣା। ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ପିକଅପ ଭ୍ୟାନ । ଏହା ପରେ ପିକ୍‌ଅପ୍ ଭ୍ୟାନ୍‌ଟି ଓଲଟି ପଡିଥିଲା ।

୩ ଜଣଙ୍କ ଅବସ୍ଥା ସଂକଟପର୍ଣ୍ଣ ରହିଥିବା ବେଳେ ସମସ୍ତ ଆହତ ହୋଇଥିବା ୯ ଜଣଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେରେ ଭର୍ତି କରାଯାଇଛି । ଭ୍ୟାନଟି ଇଲେକ୍ଟ୍ରି କାମ କରିବା ପାଇଁ ଶ୍ରମିକଙ୍କୁ ନେଇ ଯାଉଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe