କନକବ୍ୟୁରୋ: ବୌଦ୍ଧ ବୁରକଟାରେ ସଡ଼କ ଦୁର୍ଘଟଣା। ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ପିକଅପ ଭ୍ୟାନ । ଏହା ପରେ ପିକ୍ଅପ୍ ଭ୍ୟାନ୍ଟି ଓଲଟି ପଡିଥିଲା ।
୩ ଜଣଙ୍କ ଅବସ୍ଥା ସଂକଟପର୍ଣ୍ଣ ରହିଥିବା ବେଳେ ସମସ୍ତ ଆହତ ହୋଇଥିବା ୯ ଜଣଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେରେ ଭର୍ତି କରାଯାଇଛି । ଭ୍ୟାନଟି ଇଲେକ୍ଟ୍ରି କାମ କରିବା ପାଇଁ ଶ୍ରମିକଙ୍କୁ ନେଇ ଯାଉଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/fBGmq99DR6aUNOLkWJTP.jpg)