ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀର ମହାମିଛ । ପୁଣି ଧରାପଡ଼ିଛି ରାଜ୍ୟ ସରକାରଙ୍କ ଆଉ ଏକ ମିଛ । ଛତିଶଗଡର ଅର୍ପା-ଭୈଷଝର ପ୍ରକଳ୍ପ ସଂପର୍କରେ ସବୁ ଜାଣିଥିଲେ ରାଜ୍ୟ ସରକାର । କିଛି ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ଜଳସମ୍ପଦ ସଚିବ କହିଥିଲେ ଛତିିଶଗଡ଼ଠାରୁ ଓଡିଶା କୌଣସି ଚିଠି ପାଇନି । ମାତ୍ର ରାଜ୍ୟ ସରକାରଙ୍କ ୱେବସାଇଟରେ ଏବେ ଏହି ମିଛ ଧରାପଡ଼ିଯାଇଛି । ଦେଖନ୍ତୁ ଏହି ରିପୋର୍ଟ -
ପ୍ରଥମେ କେଲୋ ଆଉ ଏବେ ଅର୍ପା : ଧରାପଡିଲା ରାଜ୍ୟ ସରକାରଙ୍କ ମିଛ
/kanak/media/post_attachments/wp-content/uploads/2016/08/vlcsnap-2016-08-24-19h41m58s109.png)