ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ : ଦୁଇଟି ଜିଲ୍ଲା ପାଇଁ ୧୩୪ କୋଟିର ପ୍ୟାକେଜ୍ ଘୋଷଣା

ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ : ଦୁଇଟି ଜିଲ୍ଲା ପାଇଁ ୧୩୪ କୋଟିର ପ୍ୟାକେଜ୍ ଘୋଷଣା

କନକ ବ୍ୟୁରୋ : ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ । ଦୁଇଟି ଜିଲ୍ଲା ପାଇଁ ୧୩୪ କୋଟିର ପ୍ୟାକେଜ୍ ଘୋଷଣା । ବଲାଙ୍ଗୀର ଓ ନୂଆପଡାର ୩୦ ପଂଚାୟତରେ କରାଯିବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆଜି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧକ୍ଷତାରେ ବଲାଙ୍ଗୀର ଡିଆରଡିଏରେ ବସିଥିବା ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ।

ଏହି ଦୁଇଟି ଜିଲ୍ଲାରୁ ବାରମ୍ବାର ଦାଦାନ ଚାଲାଣ ନେଇ ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । କିଭଳି ଦାଦାନ ଚାଲାଣକୁ ରୋକା ଯାଇପାରିବ ସେ ନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe