କନକ ବ୍ୟୁରୋ : ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ । ଦୁଇଟି ଜିଲ୍ଲା ପାଇଁ ୧୩୪ କୋଟିର ପ୍ୟାକେଜ୍ ଘୋଷଣା । ବଲାଙ୍ଗୀର ଓ ନୂଆପଡାର ୩୦ ପଂଚାୟତରେ କରାଯିବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆଜି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧକ୍ଷତାରେ ବଲାଙ୍ଗୀର ଡିଆରଡିଏରେ ବସିଥିବା ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ।
ଏହି ଦୁଇଟି ଜିଲ୍ଲାରୁ ବାରମ୍ବାର ଦାଦାନ ଚାଲାଣ ନେଇ ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । କିଭଳି ଦାଦାନ ଚାଲାଣକୁ ରୋକା ଯାଇପାରିବ ସେ ନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/1-65.jpg)