ରାଜ୍ୟ ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ। କହିଲେ, ବିଜେଡିରେ ଅଛି ତୀବ୍ର ଗୋଷ୍ଠୀ କନ୍ଦଳ 

ରାଜ୍ୟ ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ। କହିଲେ, ବିଜେଡିରେ ଅଛି ତୀବ୍ର ଗୋଷ୍ଠୀ କନ୍ଦଳ 

କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ । ମନମୋହନ ସାମଲ କହିଲେ ବିଜେଡ଼ିରେ ତୀବ୍ର ଗୋଷ୍ଠୀ କନ୍ଦଳ ଅଛି ଏବଂ ଆଗକୁ ବିସ୍ଫୋରଣ ହେବ । ଏପରିକି ସେମାନେ ଜାଣିସାରିଲେଣି ଆଗକୁ ବିସ୍ଫୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ । ଏହାସହ ସମସ୍ତେ ରାଜନୈତିକ ଲୋକ ବିନା ଯୋଗାଯୋଗରେ କାହିଁକି ରହିବୁ, ସମସ୍ତେ ଯୋଗାଯୋଗରେ ଅଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe