କନକ ବ୍ୟୁରୋ : ଏହି ପ୍ରଦର୍ଶନୀରେ ବିଦ୍ୟୁତ ଉପକରଣ, ରସାୟନ ଓ ପେଟ୍ରୋଲିୟମ ଜାତ ରସାୟନ, ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତି, କୃଷି ଭିତିକ, ବୟନଶିଳ୍ପ ଓ ହସ୍ତତନ୍ତ୍ର ଆଦି ଉତ୍ପାଦ ପ୍ରଦର୍ଶିତ କରାଯିବ । ନୂତନ ଓ ସ୍ୱତନ୍ତ୍ର ଧରଣର ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରଦର୍ଶନି ଆୟୋଜିତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେଡ ଫେୟାର ଚାଲିବ । ରାଜ୍ୟର ବିଭିନ୍ନ ଉଦ୍ୟୋଗୀ, ଷ୍ଟାର୍ଟଅପ ଏବଂ ବିଭିନ୍ନ ବାଣିଜ୍ୟ ସଂଗଠନମାନେ ଏହି ଟ୍ରେଡ ଫେୟାରରେ ଏକତ୍ରିତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-06-07h43m53s217.png)