କନକ ବ୍ୟୁରୋ: ବଡ଼ଦିନରେ ସାନ୍ତା ବାଂଟିଲେ ଉପହାର । ବକୁଳ ଲାଇବ୍ରେରୀ ପକ୍ଷରୁ କ୍ୟାଥଲିକ ଚର୍ଚ୍ଚ ଆଗରେ ଗଛ ବଂଟନ କରାଯାଇଛି । ଉପହାର ସ୍ୱରୁପ ଜାମୁକୋଳି, ଅଶୋକ ଓ ଫୁଲଗଛ ଶ୍ରଦ୍ଧାଳୁଙ୍କୁ ବଂଟନ କରାଯାଇଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ।