କନକ ବ୍ୟୁରୋ : ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀରେ ଅଘଟଣ । ବନ୍ଦ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ହେଲେ କୃଷ୍ଣଚନ୍ଦ୍ର ସେନାପତି । ତାଙ୍କ ଘର ବାଲିପାଟଣା ଅଭୟମୁଖୀରେ ହୋଇଥିବା ଜଣାପଡିଛି । ତେବେ କୃଷ୍ଣଚନ୍ଦ୍ର ପୋଲିସ ବାଟାଲିୟନରେ କାର୍ଯ୍ୟରତ ଥିଲେ । ମାନସିକ ଦୁଶ୍ଚିନ୍ତାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ତଦନ୍ତ ଜାରି ରହିଛି ।
ରେଣ୍ଟାଲ କଲୋନୀରେ ଅଘଟଣ : ବନ୍ଦ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର; ପୋଲିସ ବାଟାଲିୟନରେ ଥିଲେ କାର୍ଯ୍ୟରତ
/kanak/media/post_attachments/wp-content/uploads/2021/12/deadbody.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)