କନକ ବ୍ୟୁରୋ : ସମାଜସେବା ପାଇଁ ବାବା ବଳିଆଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ ସମାରୋହରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାବା ବଳିଆଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
ସମାଜସେବା ପାଇଁ ବାବା ବଳିଆଙ୍କୁ ମିଳିଲା ‘ପଦ୍ମଶ୍ରୀ’ ପୁରସ୍କାର ।
/kanak/media/post_attachments/wp-content/uploads/2022/03/20-27.jpg)