କନକ ବ୍ୟୁରୋ: ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ମହାପ୍ରଭୁଙ୍କ ଆୟୁଧ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଛି । ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀ ଭିତରେ ମହାପ୍ରଭୁ ସୁଦର୍ଶନ ରତ୍ନ ବେଦୀରୁ ଆସି ଦେବୀଦଳନ ରଥରେ ବିଜେ କରିଛନ୍ତି ଶ୍ରୀସୁଦର୍ଶନ । ବ୍ରହ୍ମାଣ୍ଡ ନିୟନ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରି ଆସି ରଥରେ ବିଜେ କରିଛନ୍ତି ସୁଦର୍ଶନ ମହାପ୍ରଭୁ ।
ଦେବଦଳନ ରଥରେ ବିଜେ କଲେ ଚକ୍ରରାଜ ଶ୍ରୀସୁଦର୍ଶନ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ।
/kanak/media/post_attachments/wp-content/uploads/2024/07/Screen-Shot-2024-07-07-at-11.31.05-AM-1.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)