କନକ ବ୍ୟୁରୋ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଭାରତ । ଅଧିନାୟକ ରୋହିତ୍ ଶର୍ମାଙ୍କ ଫୋକସରେ ରହିଛି ମିଡିଲ୍ ଅର୍ଡର ବ୍ୟାଟିଂ । ସେପଟେ ବ୍ୟାଟିଂରେ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ଲକ୍ଷ୍ନୌ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଖେଳାଯିବ ହାଇଭୋଲଟେଜ୍ ମୁକାବିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us