କନକ ବ୍ୟୁରୋ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଭାରତ । ଅଧିନାୟକ ରୋହିତ୍ ଶର୍ମାଙ୍କ ଫୋକସରେ ରହିଛି ମିଡିଲ୍ ଅର୍ଡର ବ୍ୟାଟିଂ । ସେପଟେ ବ୍ୟାଟିଂରେ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ଲକ୍ଷ୍ନୌ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଖେଳାଯିବ ହାଇଭୋଲଟେଜ୍ ମୁକାବିଲା ।
ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ କରିବ ଭାରତ ।
/kanak/media/post_attachments/wp-content/uploads/2022/02/FMXEM17VIAQgCXr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)