ପହଣ୍ଡିରେ ଆସିଲେଣି ବଡଠାକୁର ପ୍ରଭୁ ବଳଭଦ୍ର । ଘଣ୍ଟ ନାଦରେ କମ୍ପୁଛି ସିଂହଦ୍ୱାର

Advertisment
ପହଣ୍ଡିରେ ଆସିଲେଣି ବଡଠାକୁର ପ୍ରଭୁ ବଳଭଦ୍ର । ଘଣ୍ଟ ନାଦରେ କମ୍ପୁଛି ସିଂହଦ୍ୱାର

କନକ ବ୍ୟୁରୋ: ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ । ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି କରି ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଲେଣି ବଡଠାକୁର ବଳଭଦ୍ର । ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡଦାଣ୍ଡ । ଲୋକାରଣ୍ୟ ବଡଦାଣ୍ଡ । ବଡଠାକୁର ଆସିବା ଶୁଣି କୃତାର୍ଥ ହୋଇଛନ୍ତି, ଭକ୍ତ, ବଡଦାଣ୍ଡ, ରଥ, ପଥ ସବୁକିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe