କୋଭିଡ ମହାମାରୀକୁ ନେଇ ଆସିଲା ଭଲ ଖବର : ମେ ପହିଲାରୁ ଲୋକଙ୍କୁ ମିଳିପାରେ ରୁଷିଆ ଟିକା ‘ସ୍ପୁଟନିକ ଭି’

Advertisment
କୋଭିଡ ମହାମାରୀକୁ ନେଇ ଆସିଲା ଭଲ ଖବର : ମେ ପହିଲାରୁ ଲୋକଙ୍କୁ ମିଳିପାରେ ରୁଷିଆ ଟିକା ‘ସ୍ପୁଟନିକ ଭି’

କନକ ବ୍ୟୁରୋ : କରୋନା କାଳ ମଧ୍ୟରେ ଆସୁଛି ଭଲ ଖବର । ଆସନ୍ତା ମେ ପହିଲାରୁ ଦେଶବାସୀ ଆଉ ଏକ ଟିକା ପାଇବେ । ଋଷ ଟିକା ସ୍ପୁଟନିକ ଭି ମେ ପହିଲାକୁ ଦେଶବାସୀଙ୍କୁ ଉପଲବ୍ଧ ହେବ । ଖବର ଅନୁସାରେ, ଏ ନେଇ ଋଷ ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । କୋଭିଡ କ୍ଷେତ୍ରରେ ସହାୟତା ଲାଗି ଋଷଙ୍କୁ ଧନ୍ୟବାଦ ଦେଇଥିଲେ ମୋଦି । ମେ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏଥିରେ ୧୮ରୁ ୪୫ ବର୍ଷ ଯାଏଁ ଲୋକଙ୍କୁ ଟିକା ଦିଆଯିବ । ତେବେ ଅଧିକାଂଶ ରାଜ୍ୟକୁ ଟିକା ମିଳିନଥିବାରୁ ସମସ୍ୟା ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe