ନିର୍ବାଚନୀ ମାହୋଲରେ ନବୀନ ନିବାସରେ କ୍ରୀଡାବିତ୍ ଓ କ୍ରୀଡା ସଂଗଠନର କର୍ମକର୍ତା: କେ.ରବି କୁମାର, ଆଶୀର୍ବାଦ ବେହେରା ଓ ସଂଜୟ ବେହେରାଙ୍କ ଉପସ୍ଥିତିକୁ ନେଇ ବଢିଲା ଚର୍ଚ୍ଚା

Advertisment
ନିର୍ବାଚନୀ ମାହୋଲରେ ନବୀନ ନିବାସରେ କ୍ରୀଡାବିତ୍ ଓ କ୍ରୀଡା ସଂଗଠନର କର୍ମକର୍ତା: କେ.ରବି କୁମାର, ଆଶୀର୍ବାଦ ବେହେରା ଓ ସଂଜୟ ବେହେରାଙ୍କ ଉପସ୍ଥିତିକୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ନିର୍ବାଚନ ମାହୋଲ, ସରଗରମ ରାଜ୍ୟ ରାଜନୀତି । ଟିକେଟ୍କୁ ନେଇ ବିଭିନ୍ନ ରାଜନୈତିକ ଦଳରେ ଚାଲିଛି କସରତ । ଏହାରି ଭିତରେ ନବୀନ ନିବାସରେ କ୍ରୀଡାବିତ୍ ଓ କ୍ରୀଡା ସଂଗଠନର କର୍ମକର୍ତାଙ୍କୁ ଦେଖିବାକୁ ମିଳିଛି । କେ ରବି କୁମାର, ଆଶର୍ବାଦ ବେହେରା, ସଂଜୟ ବେହେରା, ପଙ୍କଜ ମହାନ୍ତିଙ୍କ ସମେତ ଅନେକ୍ କ୍ରୀଡାବିତ୍ ଆଜି ନବୀନ ଆସିଥିଲେ । ଭାରୋତଳକ କେ. ରବି କୁମାର ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି, କେ ରବି କୁମାରଙ୍କୁ ବିଜେଡି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ କରିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe