କନକ ବ୍ୟୁରୋ: ନିର୍ବାଚନ ମାହୋଲ, ସରଗରମ ରାଜ୍ୟ ରାଜନୀତି । ଟିକେଟ୍କୁ ନେଇ ବିଭିନ୍ନ ରାଜନୈତିକ ଦଳରେ ଚାଲିଛି କସରତ । ଏହାରି ଭିତରେ ନବୀନ ନିବାସରେ କ୍ରୀଡାବିତ୍ ଓ କ୍ରୀଡା ସଂଗଠନର କର୍ମକର୍ତାଙ୍କୁ ଦେଖିବାକୁ ମିଳିଛି । କେ ରବି କୁମାର, ଆଶର୍ବାଦ ବେହେରା, ସଂଜୟ ବେହେରା, ପଙ୍କଜ ମହାନ୍ତିଙ୍କ ସମେତ ଅନେକ୍ କ୍ରୀଡାବିତ୍ ଆଜି ନବୀନ ଆସିଥିଲେ । ଭାରୋତଳକ କେ. ରବି କୁମାର ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି, କେ ରବି କୁମାରଙ୍କୁ ବିଜେଡି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ କରିପାରେ ।
ନିର୍ବାଚନୀ ମାହୋଲରେ ନବୀନ ନିବାସରେ କ୍ରୀଡାବିତ୍ ଓ କ୍ରୀଡା ସଂଗଠନର କର୍ମକର୍ତା: କେ.ରବି କୁମାର, ଆଶୀର୍ବାଦ ବେହେରା ଓ ସଂଜୟ ବେହେରାଙ୍କ ଉପସ୍ଥିତିକୁ ନେଇ ବଢିଲା ଚର୍ଚ୍ଚା
/kanak/media/post_attachments/wp-content/uploads/2024/03/36-10.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)