କନକ ବ୍ୟୁରୋ : ଆଇପିଏଲରେ ହିଟ ମ୍ୟାନଙ୍କ ହିଟ୍ ସୋ’ । ଆଇପିଏଲରେ ୭ ହଜାର ରନ ପୂରଣ କରିଛନ୍ତି ଷ୍ଟାର ବ୍ୟାଟର ରୋହିତ ଶର୍ମା । ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ସେ ୭ ହଜାର ରନ ପୂରଣ କରିଛନ୍ତି । ଏହାସହ ଆଇପିଏଲରେ ୩୦୦ଟି ଛକା ମାରିବାର ରେକର୍ଡ କରିଛନ୍ତି । ପୂର୍ବରୁ କ୍ରିସଗେଲ ୩୫୭ଟି ଛକା ସହ ତାଲିକାର ଏକ ନମ୍ୱରରେ ଥିବା ବେଳେ ରୋହିତ ଶର୍ମା ପ୍ରଥମ ଭାରତୀୟ ନିଜ ନାଁରେ କରିଛନ୍ତି ରେକର୍ଡ ।  

Advertisment

ରେକର୍ଡ ବ୍ରେକର୍ ରୋହିତ
-ଆଇପିଏଲରେ ହିଟମ୍ୟାନଙ୍କ ହିଟ୍ ସୋ'
-୪୭ତମ ଅର୍ଦ୍ଧଶତକ ସହ ଅନେକ ରେକର୍ଡ କଲେ ରୋହିତ
-ଆଇପିଏଲରେ ୭୦୦୦ରନ୍ ପୂରଣ କଲେ ରୋହିତ ଶର୍ମା
-୭୦୦୦ରନ୍ ପୂରଣ କରିବାରେ ରୋହିତ ଦ୍ୱିତୀୟ ଖେଳାଳୀ
-୮୬୧୮ ରନ୍ ସହ ଏହି ତାଲିକାର ୧ ନମ୍ୱରରେ ବିରାଟ କୋହଲି
-ଆଇପିଏଲରେ ୩୦୦ ଛକା ମାରିବାରେ ରୋହିତଙ୍କ ରେକର୍ଡ
-ଗେଲଙ୍କ ପରେ ଅଧିକ ଛକା ମାରିବାରେ ଦ୍ୱିତୀୟ ଖେଳାଳୀ ହେଲେ ରୋହିତ
-ଆଇପିଏଲରେ ୩୫୭ଟି ଛକା ମାରିଛନ୍ତି କ୍ରିସ୍ ଗେଲ୍