ପାରାଅଲିମ୍ପିକ୍ସରେ ଭାରତର ପଦକ ବର୍ଷା । ପୁରୁଷ ହାଇଜମ୍ପ ଇଭେଣ୍ଟରେ ପ୍ରବୀଣଙ୍କୁ ସ୍ୱର୍ଣ୍ଣ ।

Advertisment

ଆସିଛି ଆଉ ଏକ ସ୍ୱର୍ଣ୍ଣ ଓ ଏଥର ପଦକ ଆଣିଛନ୍ତି ସୁନା ପୁଅ ପ୍ରବୀଣ କୁମାର । ହାଇ ଜମ୍ପ୍ ଇଭେଣ୍ଟରେ ପ୍ରବୀଣ ଭାରତ ପାଇଁ ଏହି ଗୈାରବ ଆଣିଛନ୍ତି ।

ଆସିଛି ଆଉ ଏକ ସ୍ୱର୍ଣ୍ଣ ଓ ଏଥର ପଦକ ଆଣିଛନ୍ତି ସୁନା ପୁଅ ପ୍ରବୀଣ କୁମାର । ହାଇ ଜମ୍ପ୍ ଇଭେଣ୍ଟରେ ପ୍ରବୀଣ ଭାରତ ପାଇଁ ଏହି ଗୈାରବ ଆଣିଛନ୍ତି ।

43ff

କନକ ବ୍ୟୁରୋ: ପ୍ୟାରିସ ପାରା ଅଲିମ୍ପିକ୍ସରେ ପଦକ ବର୍ଷା । ଖେଳାଳି ଦେଖାଉଛନ୍ତି ଦମ୍  ଭାରତ ଆଣୁଛି ପଦକ । ଭାଙ୍ଗିସାରିଛି ଟୋକିଓ ପାରାଅଲିମ୍ପକ୍ସର ରେକର୍ଡ । ଆସିଛି ଆଉ ଏକ ସ୍ବର୍ଣ୍ଣ ଓ ଏଥର ପଦକ ଆଣିଛନ୍ତି ସୁନା ପୁଅ ପ୍ରବୀଣ କୁମାର । ହାଇ ଜମ୍ପ୍ ଇଭେଣ୍ଟରେ ପ୍ରବୀଣ ଭାରତ ପାଇଁ ଏହି ଗୈାରବ ଆଣିଛନ୍ତି । ଏଥିସହ ସ୍ବର୍ଣ୍ଣ ପଦକ ସଂଖ୍ୟା ୬ରେ ପହଞ୍ଚିଛି । ପ୍ରବୀଣ ଉଚ୍ଚ ଡିଆଁରେ ୨.୦୮ ମିଟର ଲମ୍ଫ ଡେଇଁ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିବା ବେଳେ ଟୋକିଓ ପାରାଅଲିମ୍ପିକ୍ସରେ ନିଜ ପ୍ରଦର୍ଶନର ହିଁ ରେକର୍ଡ ଭାଙ୍ଗିଥିଲେ । ପ୍ରଥମ ଥର କୌଣସି ପାରା ଅଲିମ୍ପିକ୍ସରେ ଭାରତ ୬ଟି ସ୍ବର୍ଣ୍ଣ ନିଜ ନାଁ ରେ କରିଛି । ପ୍ରବୀଣଙ୍କ ଏହି ସ୍ବର୍ଣ୍ଣ ବଳରେ ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe