କନକ ବ୍ୟୁରୋ : ଅହମଦାବାଦରେ ଆୟୋଜିତ ଜାତୀୟ ବୋସିଆ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ଦୁଇ କାଂସ୍ୟ ସହ ମୋଟ ୩ ପଦକ ମିଳିଛି । ବିସି୪ ମିଶ୍ରିତ ଟିମ୍ରେ ସୋନାଲି ଓଝା ଓ ହେମନ୍ତ କୁମାର ସେଠୀ ରୌପ୍ୟ ପଦକ ଜିତିଛିନ୍ତି । ବିସି୪ ମହିଳା ବ୍ୟକ୍ତିଗତ ବର୍ଗରେ ଦମୟନ୍ତୀ ଓଝା ଏବଂ ମିଶ୍ରିତ ଟିମ୍ରେ ସେ ଓ ତାଙ୍କ ସାଥୀ ମିଲଟନ୍ ପୋଥାଲ କାଂସ୍ୟ ପଦକ କରାୟତ୍ତ କରିଛନ୍ତି । ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ କୋଲା ଜଗନ୍ନାଥ ରେଡ୍ଡୀ ଓ ପ୍ରବନ୍ଧକ ରାକେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଓଡ଼ିଶାରୁ ୧୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ ।
ଜାତୀୟ ପାରା ବୋସିଆରେ ଓଡ଼ିଶାକୁ ୩ ପଦକ
ବିସି୪ ମହିଳା ବ୍ୟକ୍ତିଗତ ବର୍ଗରେ ଦମୟନ୍ତୀ ଓଝା ଏବଂ ମିଶ୍ରିତ ଟିମ୍ରେ ସେ ଓ ତାଙ୍କ ସାଥୀ ମିଲଟନ୍ ପୋଥାଲ କାଂସ୍ୟ ପଦକ କରାୟତ୍ତ କରିଛନ୍ତି । ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ କୋଲା ଜଗନ୍ନାଥ ରେଡ୍ଡୀ ଓ ପ୍ରବନ୍ଧକ ରାକେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଓଡ଼ିଶାରୁ ୧୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ ।
/kanak/media/media_files/2026/02/02/national-para-boccia-championship-2026-02-02-23-24-58.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)