ମେଲବର୍ଣ୍ଣ ଟେଷ୍ଟରେ ଭାରତର ଆତ୍ମସମର୍ପଣ; ୨-୧ ରେ ସିରିଜରେ ଆଗୁଆ ଅଷ୍ଟ୍ରେଲିଆ

Advertisment

୧୮୪ ରନରେ ଚତୁର୍ଥ ଟେଷ୍ଟରେ ଜିତିଲା ଅଷ୍ଟ୍ରେଲିଆ । ଫେଲ ମାରିଲେ ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ, କୋହଲି ଓ ରାହୁଲ ।

୧୮୪ ରନରେ ଚତୁର୍ଥ ଟେଷ୍ଟରେ ଜିତିଲା ଅଷ୍ଟ୍ରେଲିଆ । ଫେଲ ମାରିଲେ ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ, କୋହଲି ଓ ରାହୁଲ ।

IND vs AUS 4TH Test

କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ହାରିଲା ଭାରତ । ଆତ୍ମସମର୍ପଣ କଲା ଟିମ୍‌ ଇଣ୍ତିଆ । ୧୮୪ ରନରେ ଚତୁର୍ଥ ଟେଷ୍ଟରେ ଜିତିଲା ଅଷ୍ଟ୍ରେଲିଆ । ଫେଲ ମାରିଲେ ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ, କୋହଲି ଓ ରାହୁଲ । ଦୁଇ ଅଙ୍କ ବି ଛୁଇଁପାରିଲେନି ୮ ଜଣ ବ୍ୟାଟର ।

ଭାରତ ପ୍ରଥମ ଇନିଂସରେ ୩୬୯ ରନ କରିଥିଲେ । ଦ୍ୱିତୀୟ ଇନିଂସରେ ମାତ୍ର ୧୫୫ ରନ୍‌ରେ ଅଲଆଉଟ ହୋଇଛି ଟିମ୍‌ । ବର୍ତ୍ତମାନ ସିରିଜରେ ୨-୧ ରେ ଆଗୁଆ ଅଛି କଙ୍ଗାରୁ ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe