କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ହାରିଲା ଭାରତ । ଆତ୍ମସମର୍ପଣ କଲା ଟିମ୍ ଇଣ୍ତିଆ । ୧୮୪ ରନରେ ଚତୁର୍ଥ ଟେଷ୍ଟରେ ଜିତିଲା ଅଷ୍ଟ୍ରେଲିଆ । ଫେଲ ମାରିଲେ ଟିମ୍ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ, କୋହଲି ଓ ରାହୁଲ । ଦୁଇ ଅଙ୍କ ବି ଛୁଇଁପାରିଲେନି ୮ ଜଣ ବ୍ୟାଟର ।
ଭାରତ ପ୍ରଥମ ଇନିଂସରେ ୩୬୯ ରନ କରିଥିଲେ । ଦ୍ୱିତୀୟ ଇନିଂସରେ ମାତ୍ର ୧୫୫ ରନ୍ରେ ଅଲଆଉଟ ହୋଇଛି ଟିମ୍ । ବର୍ତ୍ତମାନ ସିରିଜରେ ୨-୧ ରେ ଆଗୁଆ ଅଛି କଙ୍ଗାରୁ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/12/30/nJi9Mv09RgnEKkBrpfxL.jpg)