ସ୍ୱିତୋଲିନାଙ୍କୁ ଅକ୍‌ଲାଣ୍ଡ ମୁକୁଟ

Advertisment

ରବିବାର ମହିଳା ଏକକ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଏହି ଖେଳାଳି ୬-୩, ୭-୬ ‌ସେଟ୍‌ରେ ଚୀନ୍‌ର ୱାଙ୍ଗ୍‌ ଜିନ୍‌ୟୁଙ୍କୁ ପରାସ୍ତ କରିଥିଲେ । ୨୦୨୫ରେ ଶେଷ ୪ ମାସ ମାନସିକ ଶାନ୍ତି ଲାଗି ବିଶ୍ୱର ଏହି ୧୩ ନମ୍ବର ଖେଳାଳି ଟେନିସଠୁ ଦୂରେଇ ରହିଥିଲେ ।

Elena Svitolina

Elena Svitolina Photograph: (Kanak News)

କନକ ବ୍ୟୁରୋ : ୟୁକ୍ରେନ୍‌ ଏଲିନା ସ୍ୱିତୋଲିନା ଏଠାରେ ଖେଳାଯାଇଥିବା ଅକ୍‌ଲାଣ୍ଡ କ୍ଲାସିକ୍‌ ଟେନିସ୍‌ ପ୍ରତିଯୋଗିତାରେ ବି‌ଜେତା ହୋଇଛନ୍ତି । ରବିବାର ମହିଳା ଏକକ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଏହି ଖେଳାଳି ୬-୩, ୭-୬ ‌ସେଟ୍‌ରେ ଚୀନ୍‌ର ୱାଙ୍ଗ୍‌ ଜିନ୍‌ୟୁଙ୍କୁ ପରାସ୍ତ କରିଥିଲେ । ୨୦୨୫ରେ ଶେଷ ୪ ମାସ ମାନସିକ ଶାନ୍ତି ଲାଗି ବିଶ୍ୱର ଏହି ୧୩ ନମ୍ବର ଖେଳାଳି ଟେନିସଠୁ ଦୂରେଇ ରହିଥିଲେ । ଫେରିବା ପରେ ଏହା ତାଙ୍କର ପ୍ରଥମ ପ୍ରତିଯୋଗିତା ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe