କନକ ବ୍ୟୁରୋ : ଏସିଆ କପ ଟ୍ରଫିକୁ ନେଇ ଥମୁନି ବିବାଦ । ଭାରତକୁ ତୁରନ୍ତ ଟ୍ରଫି ଫେରାଇବାକୁ ଏସିସି ମୁଖ୍ୟଙ୍କୁ ବିସିସିଆଇର ଇମେଲ୍ ପରେ ମୋସୀନ ନକଭି ଯବାବ । କ୍ୟାପଟେନ ଓ ଖେଳାଳୀଙ୍କୁ ଆଣି ମୋ ପାଖରୁ ନିଅ କପ୍ । ଆସନ୍ତା ନଭେମ୍ବର ୧୦ ତାରିଖରେ ଦୁଇବାରେ ଏକ କାର୍ଯ୍ୟକ୍ରମରେ ଟ୍ରଫି ଦେବାକୁ କହିଛନ୍ତି । ନକଭି ଏସିସି ଅଧ୍ୟକ୍ଷ ସହ ପିସିବି ସଭାପତି ଏବଂ ପାକିସ୍ତାନ ଅନ୍ତରୀଣ ମନ୍ତ୍ରୀ ଅଛନ୍ତି ।
ଫେଲ ମାରିଲା ଗ୍ରୀନ୍ କ୍ରାକର, ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବାୟୁ ପ୍ରଦୂଷଣ
ପାକିସ୍ତାନ ବିପକ୍ଷରେ ଫାଇନାଲ ବିଜୟ ପରେ, ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା । ଯାହା ପରେ ନକଭି ଏସୀୟ କ୍ରିକେଟ ପରିଷଦର ମୁଖ୍ୟାଳୟରେ ଟ୍ରଫି ରଖିଥିଲେ ଏବଂ ଜିଦ୍ ଧରିଥିଲେ ଟ୍ରଫି ସେ ହିଁ ଦେବେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ,ବିସିସିଆଇ ନକଭିଙ୍କୁ, ତାଙ୍କୁ ଭାରତକୁ ଟ୍ରଫି ହସ୍ତାନ୍ତର କରିବାକୁ କହିଥିଲା, ନଚେତ୍ ଏହି ମାମଲା ଆସନ୍ତା ମାସରେ ଆଇସିସି ବୈଠକରେ ଉଠାଇବାକୁ ଚେତାବନୀ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/22/7-2025-10-22-09-14-58.jpg)