କନକ ବ୍ୟୁରୋ : ଭାରତ ଆସିବ ପାକିସ୍ତାନ ହକି ଟିମ୍ । ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ । ଖେଳ ମନ୍ତ୍ରାଳାୟ ତରଫରୁ ଏନେଇ ସୂଚନା ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରେ ଏବେ ହକି ଖେଳକୁ ଗ୍ରୀନ ସିଗନାଲ ମିଳିଛି । ଅଗଷ୍ଟ ୨୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ହକି । ସେଥିପାଇଁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ଖେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପାକିସ୍ତାନ ଟିମ୍କୁ ବିହାର ରାଜଗିର ଆସି ଖେଳିବାକୁ ଅନୁମତି ଦିଆଯାଇପାରେ ।
ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ହକି ଟିମ୍
ଅଗଷ୍ଟ ୨୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ହକି । ସେଥିପାଇଁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ଖେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
/kanak/media/media_files/2025/07/03/pakistani-hockey-team-2025-07-03-17-43-02.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)