ମହିଳାଙ୍କ ପୋଷାକରେ ଲାଗିଥିବା ବୋତାମଗୁଡିକ କେବଳ ବାମ ପଟରେ ହିଁ ଥାଏ ! ଜାଣନ୍ତୁ ଏହାର କାରଣ . . .

Advertisment
ମହିଳାଙ୍କ ପୋଷାକରେ ଲାଗିଥିବା ବୋତାମଗୁଡିକ କେବଳ ବାମ ପଟରେ ହିଁ ଥାଏ ! ଜାଣନ୍ତୁ ଏହାର କାରଣ . . .

Source: s-media-cache-ak0.pinimg.com

ସାଧାରଣତଃ ପୋଷାକ ସଂପର୍କରେ ଯଦି ଆମେ ଆଲୋଚନା କରିବା ତେବେ ଏଥିରେ ଯେଉଁ ବୋତାମ ଲଗାଯାଇଥାଏ ସେଗୁଡିକ ସାଧାରଣତଃ ଡାହାଣ ପଟରେ ଲାଗିଥାଏ କିନ୍ତୁ ମହିଳାମାନଙ୍କ ପୋଷାକରେ ଏହି ବୋତାମଗୁଡିକୁ କାହିଁକି ବାମ ପଟରେ ଲଗାଯାଇଥାଏ । ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ମହିଳା ଏବଂ ପୁରୁଷଙ୍କ ପୋଷାକ ତଥା ସାର୍ଟ ବୋତାମଗୁଡିକର ଦିଗ କାହିଁକ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କଣ ରହିଛି ।

ଏହାର ଗୋଟିଏ ମୁଖ୍ୟ କାରଣ ହେଲା ଯେଉଁ ମହିଳାମାନେ ଡାହାଣ ହାତର ବ୍ୟବହାର କରିଥାନ୍ତି ସେମାନେ ନିଜ ଶିଶୁକୁ କ୍ଷୀର ପିଆଇବା ପାଇଁ ବାମ ହାତରେ ଧରିଥାନ୍ତି ଏବଂ ଏହି ସମୟରେ ସେମାନେ ଡାହାଣ ହାତରେ ବୋତାମ ଖୋଲି ଥାନ୍ତି ତେବେ ବୋତାମ ବାମ ପଟରେ ଥିବା କାରଣରୁ ଏହା ତାଙ୍କ ପାଇଁ ସହଜ ହୋଇଥାଏ ।

ପୂର୍ବକାଳରେ ବଡ ବଡ ଘରର ମହିଳାମାନେ ନିଜର ପୋଷାକ ନିଜେ ପିନ୍ଧୁ ନ ଥିଲେ ବରଂ ସେମାନଙ୍କୁ ସେମାନଙ୍କ ଘରର ଚାକରାଣି ପିନ୍ଧାଇ ଦେଉଥିଲେ । ଏବଂ ଏଥିପାଇଁ ବାମ ପଟରେ ବୋତାମ ରହିବା ଦ୍ୱାରା ଏହା ସେମାନଙ୍କ ପାଇଁ ଅତି ସହଜ ହେଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe