ଆଜ୍ଞା ହଁ ! ଆମେ ଆପଣଙ୍କୁ ଏକ ଏଭଳି କୁକୁର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ କରିବେନି । କଥାଟା ହେଲା, ହଙ୍ଗକଙ୍ଗରେ ଚିକୋ ନାମକ ଏକ ପୋଶା କୁକୁର ରହିଛି । ଏକ ପଶୁ ହୋଇଥିଲେ ମଧ୍ୟ ତାର କାମ ରହିଛି ସଂପୂର୍ଣ୍ଣ ମଣିଷ ଭଳି ।
ନିକଟରେ ଏହି କୁକୁରଟିର ମାଲିକ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓରେ କୁକୁରଟି କେତେବେଳେ ଫ୍ରିଜରୁ ପାଣି ବୋତଲ ବାହାର କରି ପାଣି ପିଉଛି ତ ପୁଣି କେତେବେଳେ କାଗଜ କାଢି ଚିତ୍ର ଆଙ୍କୁଛି ଏଭଳି ଅନେକ ।
ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Dog.png)