ଘରେ ବସି କେବଳ କ୍ୟାପଚା ଟାଇପ୍ କରି ରୋଜଗାର କରନ୍ତୁ । ମାସକୁ ମିଳିବ ୫୦ ହଜାରରୁ ଅଧିକ ଟଙ୍କା । ଜାଣନ୍ତୁ କାମ କରିବାର ପୂରା ପ୍ରକ୍ରିୟା

70

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ରୋଜଗାର କରିବାକୁ ଚାହାନ୍ତି । ଏଥିପାଇଁ ଲୋକେ ନିଜର ଦୈନନ୍ଦିନଚାକିରି ବ୍ୟତୀତ ରୋଜଗାର ପାଇଁ ଅନ୍ୟାନ୍ୟ ଉତ୍ସ ଖୋଜିବାରେ ଲାଗିପଡିଥାନ୍ତି । ବହୁତ ସାରା ଅନଲାଇନ ବିଜନେସ ଏବଂ ଅଫ୍ରୋଚୁନିଟି ରହିଥାଏ । ଯେଉଁଠି ଲୋକେ ଟ୍ରାଏ କରିଥାନ୍ତି ସତ କିନ୍ତୁ ଏଥିମଧ୍ୟରୁ କିଛି ଭଲ ଏବଂ କିଛି ଖରାପ ବି ରହିଛି । ଯଦି ଆପଣ ଆପଣଙ୍କ ଚାକିରି ବ୍ୟତୀତ ବି କିଛି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବହୁତ ଭଲ ୱେବସାଇଟ ରହିଛି । ଯେଉଁଠି ଆପଣ ପ୍ରତିଦିନ ମାତ୍ର କିଛି ସମୟ ଦେଇ ଏକ୍ସଟ୍ରା ରୋଜଗାର କରିପାରିବେ । ତେବେ ଆପଣଙ୍କ କାମ ହେଲା ଏଠାରେ ଖାଲି କିଛି ଟାଇପିଂ କରିବାକୁ ହେବ ।

ବଡ କଥା ହେଲା, ଆପଣ ଏହି କାମ ଆପଣଙ୍କ ଘରେ ବି ବସି କରିପାରିବେ । ଏଥିପାଇଁ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ବି ବେଶି ନଥିଲେ ଚଳିବ । ଯଦି ଆପଣ କ୍ୟାପଚା ଇମେଜ ଦେଖି ତାକୁ ସଠିକ୍ ଢଙ୍ଗରେ ବୁଝିବାରେ ସ୍ମାର୍ଟ ଅଛନ୍ତି ତେବେ ଆପଣ ଏହି କାମ ଅତି ସହଜରେ କରିପାରିବେ । ଏହି ୱେବସାଇଟରେ ଆପଣଙ୍କୁ ଖାଲି କ୍ୟାପଚା ଇମେଜ ଦେଖି ତାକୁ ସଠିକ ଭାବରେ ଟାଇପ କରିବାକୁ ପଡିବ ଏବଂ କଂପାନୀ ଆପଣଙ୍କୁ ପ୍ରତିଟି ସଠିକ୍ ଇମେଜ ପାଇଁ ଟଙ୍କା ମଧ୍ୟ ମିଳିବ । ଆପଣ ଏହି ସାଇଟରେ ନିଜେ ହିଁ ସ୍ଥିର କରିପାରିବେ କି ଆପଣଙ୍କୁ କେଉଁ ସ୍ତରର କାମ କରିବାକୁ ଅଛି, ସହଜିଆ ନା କଠିନ । କାରଣ ଆପଣଙ୍କୁ ଟଙ୍କା ବି ସେହି ହିସାବରେ ମିଳିବ । ଯଦି ଆପଣ ଏହିକାମ କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ ଏହାର ପୂରା ପ୍ରକ୍ରିୟା….

• ସର୍ବ ପ୍ରଥମେ ଆପଣଙ୍କୁ 2captcha.com ୱେବସାଇଟକୁ ଯାଇ ସାଇନ ଇନ କରିବାକୁ ହେବ ।

• ସାଇନ ଇନ କରିବା ପରେ ଏଠାରେ ଏକ ଡାସବୋର୍ଡ ଓପନ ହୋଇଯିବ ।

• ଏହାପରେ ଷ୍ଟାର୍ଟୱାର୍କ ଅପସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କୁ କିଛି ଟର୍ମସ ଆଣ୍ଡ କଣ୍ଡିସନ ଦର୍ଶାଯିବ ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।

• ଏହାପରେ ଏଠାରେ ଆପଣଙ୍କ ଭାଷା ସେଟ ସମେତ ଅନ୍ୟାନ୍ୟ ତଥ୍ୟ ଭରିବାକୁ ପଡିବ ।

• ଏହାପରେ ଏଠାରେ ଏକ ଡାସବୋର୍ଡ ଖୋଲିଯିବ । ଯେଉଁଥିରେ ଲେଖାଯାଇଥିବ ନର୍ମାଲ ରିକ୍ୟାପଚା ଏବଂ ନର୍ମାଲ ପ୍ଲସ ରିକ୍ୟାପଚା । ତେବେ ରିକ୍ୟାପଚାରେ ଅଧିକ ଟଙ୍କା ମିଳିଥାଏ । ତେଣୁ ଆପଣ ଏହି ଅପସନକୁ ସିଲେକ୍ଟ କରି ତଳେ ଦିଆଯାଇଥିବା ଷ୍ଟାର୍ଟ ଅପସନ ଉପରେ କ୍ଲିକ୍ କରିବାକୁ ହେବ ।

• ଏହାପରେ ଏଠାରେ ଆପଣଙ୍କୁ କିଛି କ୍ୟାପଚା ନଜର ଆସିବ । ଯାହାକୁ ଆପଣ ଭଲ ଭାବରେ ବୁଝିସୁଝି ଏଂଟର କରିବାକୁ ପଡିବ । ଏଭଳି ଭାବରେ ଅନେକ ସାରା କ୍ୟାପଚା ଏଠାରେ ସୋ କରୁଥିବ ଆଉ ଏହାକୁ ହିଁ ଆପଣଙ୍କୁ ଏଂଟର କରି ଚାଲିବାକୁ ପଡିବ ।

• ଏଠାରେ ବି ଆପଣ ଦେଖି ପାରିବେ କି ଆପଣ କେତୋଟି ସଠିକ୍ କ୍ୟାପଚା ଏଂଟର କରିଛନ୍ତି ଏବଂ ଆପଣଙ୍କୁ ଏଥିପାଇଁ କେତେ ଟଙ୍କା ମିଳିବ ।

ତେବେ ଏସଂପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ଉକ୍ତ ସାଇଟକୁ ଯାଇ ଜାଣିପାରିବେ ।