କନକ ବ୍ୟୁରୋ : ଚେନ୍ନାଇ ଯିବ ସ୍ୱତନ୍ତ୍ର ଟ୍ରେନ୍ । ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଯିବ ସ୍ୱତନ୍ତ୍ର ଟ୍ରେନ୍ । ଯିବା ରାସ୍ତାରେ କଟକ, ଭୁବନେଶ୍ୱର ଓ ପ୍ରମୁଖ ସ୍ଥାନରେ ଟ୍ରେନ୍ ରହିବ । ଆବଶ୍ୟକ ପଡିଲେ ମୃତଦେହ ନେବା ପାଇଁ ପାର୍ସଲ ଭ୍ୟାନର ବ୍ୟବସ୍ଥା କରାଯିବ ।
ଅନ୍ୟପଟେ, ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ରେଳ ବିଭାଗ କରିଛି ସମସ୍ତ ବ୍ୟବସ୍ଥା । ୪୮ ଘଣ୍ଟା ଭିତରେ ଚିହ୍ନଟ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ମରାମତି କାମ ଶେଷ ହୋଇଯାଇପାରେ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/06/15-2.jpg)