ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ପୁଅଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତଦେହ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ପୁଅଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତଦେହ, କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ପୋଲିସ ଅଧିକାରୀଙ୍କ ପୁଅର ମୃତ ଦେହ ଉଦ୍ଧାର । ଭୁବନେଶ୍ୱର କମିଶନରେଟ ପୋଲିସର ଏସିପି ସଞ୍ଜୀବ ଶତପଥୀଙ୍କ ପୁଅର ମୃତ ଦେହ ତାଙ୍କ ସରକାରୀ ବାସଭବନରୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି ।

publive-image

ସଞ୍ଜୀବଙ୍କ ପୁଅ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ । ତେବେ କେମିତି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଆତ୍ମହତ୍ୟା କରିଛନ୍ତି କି ଆଉ କିଛି ତାଉପରେ ସନ୍ଦେହ ସୃଷ୍ଟି ହୋଇଛି । ଏବେ ସ୍ପେଶାଲ ସ୍କାର୍ଡ ଦାୟୀତ୍ୱରେ ଅଛନ୍ତି ସଞ୍ଜୀବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe