କନକ ବ୍ୟୁରୋ : ଅନ୍ୟ ମଇଁଷିଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ଚିଲିକା ମଇଁଷି । ଚିଲିକା ରାତିର ରାଣୀଙ୍କୁ ନେଇ ଗବେଷଣା କରୁଛନ୍ତି ଭାରତ ସରକାର । ଚିଲିକା ଦଳ ଖାଇ ଏହି ମଇଁଷି ଦେଉଥିବା କ୍ଷୀରରେ ପ୍ରଚୁର ପରିମାଣର ଓମେଗା-୩ ଭଳି ଉନ୍ନତ ଧରଣର ଫ୍ୟାଟି ଏସିଡ୍ ଥିବା ଦାବି କରିଛନ୍ତି ହରିଆଣାରୁ ଚିଲିକା ଆସିଥିବା ବିଶେଷଜ୍ଞ ।

Advertisment