ଗଛ କଟାକୁ ବିରୋଧ କରିବାରୁ ମିଳିଲା ସଜା : ୨୦ବର୍ଷୀୟା ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ ଲୋକେ !

38

ଯୋଧପୁର : ରାଜସ୍ଥାନର ଯୋଧପୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଗଛ କଟାକୁ ବିରୋଧ କରିବାରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ମିଳିଛି ସଜା । ଲୋକେ ଜିଅନ୍ତା ଜାଳିଦେଇଛନ୍ତି ଏହି ଯୁବତୀଙ୍କୁ ।

ସୂଚନା ଅନୁସାରେ ରାସ୍ତା ନିର୍ମାଣ ପାଇଁ ଗଛଗୁଡିକ ଥିବାରୁ କାମ ହୋଇପାରୁନଥିଲା । ଜଣେ ଲଳିତା ନାମ୍ନୀ ମହିଳା ନିଜ ଫାର୍ମରେ ଥିବା ଗଛଗୁଡିକୁ କାଟିବାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେହି ଗାଁର ସରପଂଚ ଓ ଗାଁର କିଛି ଲୋକେ ମିଶି ଲଳିତାଙ୍କ ଉପରେ ପେଟ୍ରୋଲ ଢାଳି ଜିଅନ୍ତା ଜଳାଇଦେଇଥିଲେ । ପୁଲିସ୍ ଗାଁର ସରପଂଚ ଓ ୧୦ ଜଣ ଲୋକଙ୍କ ନାଁରେ ଏତଲା ଜାରି କରିଛି । ଆଉ ଏହି ମାମଲାର ଯାଂଚ କାର୍ଯ୍ୟ ଚଳାଇଛି ।

ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ- ପେଟରେ ନିଆଁ ଲଗେଇ କରାଯାଉଛି ମୋଟା କମାଇବାର ଚିକିତ୍ସା ! ଚର୍ଚ୍ଚାରେ ଏହି ଅଜବ ଥେରାପି