ଏବେ କଂପାନୀମାନେ ଜିଓକୁ ଟକ୍କର ଦେବା ପାଇଁ ନୂଆ ନୂଆ ମନୋଲୋଭା ଡାଟା ଅଫର ସବୁ ଲଂଚ କରୁଛନ୍ତି । ନିଜ ନିଜର ଗ୍ରାହକ ବନେଇବା ଦୈାଡରେ ଏବେ ସବୁ ଟେଲିକମ୍ କଂପାନୀ । ଆଉ ଏହି ଦୈାଡରେ ସାମିଲ ଟେଲିନର କଂପାନୀ ।
ଖବର ଅନୁସାରେ , ଏହି ଟେଲିନର କଂପାନୀ ୪୭ଟଙ୍କାରେ ଦେଉଛି ୨ଜିବି ୪ଜି ଡାଟା । ସବୁ କଂପାନୀଗୁଡିକୁ ମାତ୍ ଦେବାପାଇଂ ଟେଲିନର କଂପାନୀ ଏହିଡ଼ଳି ଏକ ୪ଜି ପ୍ଲାନ ୪୭ଟଙ୍କାରେ ଲଂଚ କରିଛି । ଏହି ପ୍ଲାନ୍ ଅନୁସାରେ ଆପଣକୁ ୨୮ ଦିନର ବୈଦତା ସହ ୫୬ ଜିବି ଡାଟା ମିଳିବ । ଆଉ ଏ ଅଫର ସବୁ ଗ୍ରାହକଙ୍କ ପାଇଁ ନୁହେଁ ବୋଲି ଟେଲିନର କଂପାନୀ କହିଛି ।
ଏହି ଅଫର କେବଳ କଂପାନୀର ୪ଜି ସର୍କଲ ପାଇଁ ଅଟେ । କେଉଁ ଗ୍ରାହକ ଏଥିପାଇଁ ଇଲିଜିବିଲିଟି ଏହା ମେସେଜ ମାଧ୍ୟମରେ ପାଇପାରିବେ । ଏହାସହ କଂପାନୀର ୧୧ଟଙ୍କାର ବି ପ୍ଲାନ୍ ଅଛି । ଯେଉଁଥିରେ ୧ ଦିନର ବୈଧତା ସହ ୧ଜିବି ୪ଜି ଡାଟା ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/telenor-1-1.jpg)