ବୈଜ୍ଞାନିକମାନେ ଏବେ ଠାବ କରିଛନ୍ତି ଏକ ନୂତନ ପ୍ରଜାତିର ବେଙ୍ଗ । ଯାହାକି ଅନ୍ଧାରରେ ଚମକୁଥିବା ଏକ ପ୍ରକାର ବେଙ୍ଗ । ଦକ୍ଷିଣ ଆମେରିକାର ଆର୍ଜେଣ୍ଟିନାରେ ଏହା ଠାବ ହୋଇଛି । ଏହି ବେଙ୍ଗ ଉପରେ ସବୁଜ ,ହଳଦିଆ ଓ ଲାଲ୍ ରଙ୍ଗର ଛିଟ ରହିଛି । ଯାହାକି ଆଲୋକ ପଡିବା କ୍ଷଣି ପୋଲକା ଡଟ୍ ଭଳି ଦେଖାଯାଇଥାଏ ।
ଅନ୍ଧାରରେ ଏହା ଘନ ନୀଳ ଓ ସବୁଜ ରଙ୍ଗର ଆଲୋକ ବିଚ୍ଛୁରିତ କରିଥାଏ । ଏହି ପ୍ରଜାତିର ବେଙ୍ଗ ଅଧିକାଂଶ ସମୟ ଗଛରେ ରହିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/south-american-polka-dotted-tree-frog.jpg)