ରାଜଧାନୀରେ କେତେ ସୁରକ୍ଷିତ ସ୍କୁଲ ଯାଉଥିବା ଛାତ୍ରୀ ? ସ୍କୁଲ ଭ୍ୟାନ ଡ୍ରାଇଭରର କାରନାମା

42

କନକ ବ୍ୟୁରୋ : ରାଜଧାନୀରେ କେତେ ସୁରକ୍ଷିତ ସ୍କୁଲ ଯାଉଥିବା ଛାତ୍ରୀ । ଘରୁ ପଦାକୁ ଗୋଡ କାଢ଼ିବା ପରେ, ସୁରକ୍ଷିତ ଭାବେ ଘରେ ପହଁଚିବ କି ନାହିଁ ଏହାକୁ ନେଇ ଅନେକ ପ୍ରଶ୍ନ । ଏହା ଭିତରେ ଛାତ୍ରୀମାନଙ୍କୁ ସ୍କୁଲକୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ଡ୍ରାଇଭରର କାରନାମା ଅଭିଭାବକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସ୍କୁଲ୍ ଯିବା ସମୟରେ ଛାତ୍ରୀଙ୍କୁ ବସ୍ ଭିତରେ ଅସଦାଚରଣ କରିଛି ଡ୍ରାଇଭର । ତେବେ ନିଜ କାରନାମା ବିଷୟରେ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛି ଡ୍ରାଇଭର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –