କନକ ବ୍ୟୁରୋ : ଓଡ଼ିଶାର ୧୩୦୦ରୁ ଅଧିକ ପଂଚାୟତ ଗରିବୀରୁ ମୁକ୍ତ ହେବେ । ୨୦୧୯ ମସିହା ଅକ୍ଟୋବର ୨- ଗାନ୍ଧୀ ଜୟନ୍ତ୍ରୀ ବେଳକୁ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ନିର୍ଦ୍ଦେଶ । ଚଳିତ ମାସ ଶେଷ ସୁଦ୍ଧା ଏଭଳି ପଂଚାୟତଗୁଡ଼ିକୁ ଚିହ୍ନଟ କରାଯିବ । “ମିଶନ ଅନ୍ତ୍ୟୋଦୟ’’ରେ ଦେଶର ୫୦ ହଜାର ପଂଚାୟତ ସ୍ଥାନ ପାଉଥିବା ବେଳେ ଓଡ଼ିଶାରୁ ୧୩୪୨ ପଂଚାୟତକୁ ସାମିଲ କରାଯାଇଛି ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-17-20h42m02s208.png)