ଅଜବ ପ୍ରକାରର ପ୍ରେମର ପର୍ବ : ନଗ୍ନ ହୋଇ ଲୋକେ ଜଣାନ୍ତି ନିଜ ମନ କଥା

37

ଏମିତି ପର୍ବ ଲୋକମାନେ ପାଳନ କରନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ନିଜ ପ୍ରେମକୁ ପ୍ରତିପାଦିତ କରିବା ପାଇଁ ଏକାଠି ହୁଅନ୍ତି ଲୋକେ । ଆଉ ଆଶ୍ଚର୍ଯ୍ୟର କଥା ସଂପୂର୍ଣ୍ଣ ଉଲଗ୍ନ ହୋଇ ଦଂପତ୍ତିମାନେ ନିଜର ପ୍ରେମକୁ ଜଣାଇଥାନ୍ତି । ଏହା ବିଶ୍ୱାସ ନହେଲେ ବି ସତ ।

ରୋଚକ ପୋଷ୍ଟ ନ୍ୟୁଜର ତଥ୍ୟ ଅନୁସାରେ ,ଏହି ଅଜବ ଫେଷ୍ଟିଭାଲର ନାଁ ରେନବୋ ଫେଷ୍ଟିଭାଲ୍ । ଯାହା ମେସ୍କିକୋ,ଗ୍ୱାଟେମାଲା,ରୁଷ୍ ଓ ମରକ୍କୋରେ ପାଳନ କରାଯାଏ । ଏଠାକୁ ବିଶ୍ୱର ଅଲଗା ଅଲଗା ସ୍ଥାନରୁ ଲୋକେ ଏକାଠି ହୁଅନ୍ତି ଏବଂ ଜଙ୍ଗଲ ମଝିରେ ଓ ହ୍ରଦ କୂଳରେ ବସି ପୂରା ଉଲଗ୍ନ ହୋଇ ପାଳନ କରନ୍ତି ଏ ପର୍ବ । ଏ ପର୍ବରେ ସାମିଲ ହୋଇଥିବା ଲୋକେ ଏକା ମନୋବୃତ୍ତିର ହୋଇଥାନ୍ତି ।