କନକ ବ୍ୟୁରୋ : ୱିକିପେଡିଆ-ଫେସବୁକର କଭର ପେଜରେ ସ୍ଥାନ ପାଇଛି ଓଡିଆ ମହିଳା ସାମ୍ବାଦିକାଙ୍କ ଫଟୋ । ଓଡିଶାରେ ବିଶିଷ୍ଟ ମହିଳାଙ୍କ ବିଷୟରେ ଲେଖିବା ପାଇଁ ୱିକିପେଡିଆର ଏହା ଏକ ଉଦ୍ୟମ । ଏଥିପାଇଁ ମାର୍ଚ୍ଚ ୧୮-୧୯ ତାରିଖରେ ସମ୍ବାଦ ଭବନରେ ଆୟୋଜିତ ହୋଇଥିଲା ମହିଳା ଗଣସଂପାଦନା କାର୍ଯ୍ୟକ୍ରମ । ଏଥିରେ ସମ୍ବାଦ-କନକ ନ୍ୟୁଜର ମହିଳା ସାମ୍ବାଦିକାମାନେ ସାମିଲ ହୋଇଥିଲେ ।
ବିଶ୍ୱରେ ପ୍ରଥମ ଥର ପାଇଁ ବିବିସି ଏପରି ଏକ ଗଣ ସଂପାଦନ କାର୍ଯ୍ୟକ୍ରମ କରିଥିବା ବେଳେ ଭାରତରେ ପ୍ରଥମ ଥର ପାଇଁ ସମ୍ବାଦ ଓ ୱିକିପେଡିଆ ମିଳିତ ଭାବେ ଏହି କାର୍ଯ୍ୟକ୍ରମ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/photo.jpg)