ଆପଣଙ୍କୁ ଖୁସି ଖବର । ଯଦି ଆପଣ ଏବେ ସୁଦ୍ଧା ଜିଓର ପ୍ରାଇମ ମେମ୍ବରଶିପ୍ ନେଇ ନାହାଁନ୍ତି ଓ ଆଗକୁ ନେବାକୁ ଚାହିଁଛନ୍ତି ତ ଏବେ ୯୯ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଅଧା ଦାମରେ ପାଇପାରିବେ ଜିଓର ପ୍ରାଇମ ମେମ୍ବରଶିପ୍ । ମାତ୍ର ୪୯ଟଙ୍କାରେ ଏବେ ପାଇପାରିବେ ଏହି ଜିଓର ମେମ୍ବରଶିପ୍
ଏଥିପାଇଁ କଣ କରିବେ ?
ଜିଓର ପ୍ରାଇମ ମେମ୍ବରଶିପ ପ୍ଲାନ ୪୯ଟଙ୍କାରେ ପାଇବା ପାଇଁ ଆପଣଙ୍କୁ ମୋବିକୱିକ୍ ୱେବସାଇଟ କୁ ଯିବାକୁ ହେବ । ଏହି ୱେବସାଇଟ ସହ ଆପଣ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଆପ୍ କୁ ଯାଇ ଏହି ୯୯ଟଙ୍କିଆ ମେମ୍ବରଶିପକୁ ୪୯ଟଙ୍କାରେ ନେଇପାରିବେ । ୱେବସାଇଟରେ ଯାଇ ଆପଣଙ୍କୁ ଅର୍ଫରସ ଯିବାକୁ ହେବ । ଅର୍ଫରସର ଅପସନ୍ ଟପ୍ ଲାଇନରେ ମିଳିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/jio-prime-membership-free-min.jpg)