ନିର୍ଦ୍ଦିଷ୍ଟ ଶଦ୍ଦ ଶୁଣିଲେ ଫୁଟେ ଏ ଫୁଲ ! ସୋସିଆଲ ମିଡିଆରେ ଭାଇରାଲ୍

75

ଏ ଦୁନିଆରେ ସବୁକିଛି ବିସ୍ମୟକର । ସାଧାରଣ ଭିତରେ ଏଠି ଅସାଧାରଣ ଘଟଣା ଘଟେ । ଏମିତି ଏକ ଖବର ସାମ୍ନାକୁ ଆସିଛି । ଆପଣ ଏହାକୁ ଆଶ୍ଚର୍ଯ୍ୟକର ମନେକରିବେ । ଅନେକ ଫୁଲ ବାଡି ବଗିଚା ,ପାର୍କ ଆଦିରେ ଦେଖିଥିବେ । ହେଲେ ଏମିତି ଏକ ଫୁଲ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା କେବଳ ନିର୍ଦ୍ଦିଷ୍ଟ ଶଦ୍ଦ ଶୁଣିଲେ ହିଁ ଫୁଟେ ।

ପାକିସ୍ତାନରେ ଏମିତି ଏକ ଫୁଲ ଥିବାର ଖବର ପ୍ରକାଶିତ ହୋଇଛି । ନମାଜ ପଢାର ଶଦ୍ଦ ଶୁଣିଲେ ଏହି ଫୁଲଟି ସ୍ୱୟଂ ଫୁଟିଉଠେ । ପାକିସ୍ତାନର ଜଣେ ବ୍ୟକ୍ତି ନିଜ ଘରେ ଅନେକ ଫୁଲ ଗଛ ଲଗାଇଛନ୍ତି । ଆଉ ସେଥି ମଧ୍ୟରୁ ଏହି ହଳଦିଆ ଫୁଲଟି ଗୋଟିଏ । ଏହି ଫୁଲର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ( ସୌଜନ୍ୟ : ଦୈନିକ ଜାଗରଣ)