ଭୁବନ : ପୁର୍ବରୁ ବଣିକମାନେ ବାଣିଜ୍ୟ-ବ୍ୟବସାୟ କରିବାକୁ ବଳଦକୁ ବାହକ ରୁପେ ବ୍ୟବହାର କରୁଥିଲେ । ଏବେ ସମୟ ବଦଳିଛି । ହେଲେ ବଦଳିପାରିନି ପୁରୁଣା ପଂରପରା । ଏସିଆ ମହାଦେଶର ସର୍ବବୃହତ ଗ୍ରାମର ଆଖ୍ୟା ପାଇଥିବା ଭୁବନରେ ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟ ଧରି ପାଳନ ହୋଇଆସୁଛି ବଳଦ ଯାତ୍ରା । ପ୍ରତିବର୍ଷ ଦଶହରା ପରଦିନ ଏହି ବଳଦଯାତ୍ରା ଅନୁଷ୍ଠିତ ହୋଇଥାଏ । କନକ ନ୍ୟୁଜ୍ ସାମିଲ ହୋଇଥିଲା ଏହି ବଳଦ ଯାତ୍ରାରେ ଆଉ ଅନୁଭବ କରିଥିଲା ମହନୀୟ ପରଂପରାକୁ ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/6-2.png)