ସମାଲୋଚନା ସାଜିଲା ବରଦାନ ! ପତଳା ହେବାକୁ କଲେ ଅସ୍ତ୍ରୋପଚାର

Advertisment
ସମାଲୋଚନା ସାଜିଲା ବରଦାନ ! ପତଳା ହେବାକୁ କଲେ ଅସ୍ତ୍ରୋପଚାର

source-http://indiatoday.intoday.in

weight loss copଦୌଲତାରାମ ଗୋଗୱାତ୍ ନାମକ ମଧ୍ୟପ୍ରଦେଶର ଜଣେ ପୁଲିସ ଅଧିକାରୀଙ୍କୁ ବରଦାନ ଭଳି ମନେହୋଇଛି ସମାଲୋଚନା । ସେ ଅତ୍ୟଧିକ ପୋଟା ହୋଇଥିବାରୁ ବିଭିନ୍ନ ମହଲରୁ ହୋଇଥିଲା ସମାଲୋଚନା । ପାଖାପାଖି ୧୮୦ କେଜିର ଓଜନ ହୋଇଥିବା ଦୌଲତାରାମଙ୍କ ମୋଟାପଣକୁ ଟ୍ୱିଟ୍ କରି ଭାଇରାଲ କରିଥିଲେ ଜଣାଶୁଣା ଲେଖିକା ଶୋଭା ଦେ ।

ସୋସିଆଲରେ ଖୁବ୍ ପ୍ରସାରିତ ହୋଇଥିଲା ଦୌଲତାରାମଙ୍କ ଏହି ଫଟୋଟି । ଆଉ ତୁରନ୍ତ ସର୍ଜରୀ ପାଇଁ ଚାରିଆଡୁ ହେଲେ ସମାଲୋଚିତ । ଜଣେ ଡାକ୍ତରଙ୍କ କହିବାନୁସାରେ ସର୍ଜରୀ ପରେ ଦୈ÷ଲତାରାମଙ୍କ ଓଜନ ୧୮ ମାସ ଭିତରେ ପ୍ରାୟ ୮୦ କିଲୋ କମିଯିବ । ଆଉ ଏବେ ସର୍ଜରୀ ପୂର୍ବରୁ ଦୌଲତାରାମ ଅନୁଶୋଚନା କରି କହିଛନ୍ତି ଗୋଟିଏ ସମାଲୋଚନାର ଟ୍ୱିଟ୍ ତାଙ୍କ ଜୀବନକୁ ବଦଳାଇଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe