ଏବେ ଟେକ୍ନୋଲୋଜି ଦିନକୁ ଦିନ ଅଦ୍ଭୂତ ସଫଳତା ଦିନରେ ଅଗ୍ରସର । ସମସ୍ତେ ଇଂଟରନେଟର ମାୟାରେ ମତୁଆଲା । ଆପଣ ଜାଣନ୍ତି କି ? ଏବେ ୪ଜି ପରେ ୫ଜିର ସମୟ ଆସିଯିବ । ଭବିଷ୍ୟତରେ ଦୁନିଆଁ ଯେଉଁ ୫ଜି ବ୍ୟବହାର କରିବ ,ବାସ୍ତବରେ ଏହା ଜଣେ ଭାରତୀୟଙ୍କ ଅବଦାନ ।
ସେହି ଭାରତୀୟ ହେଉଛନ୍ତି ଜଗଦିଶ୍ ଚନ୍ଦ୍ର ବୋଷ୍ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ନିଜର ପଢା ସମୟରେ ଜଗଦିଶ ଚନ୍ଦ୍ର ୧୮୯୫ରେ ମିଲିମିଟର ୱେଭଲେନ୍ଥ ସ୍ପେକ୍ଟ୍ରମର ଆବିଷ୍କାର କରିଥିଲେ । ଯାହା ଆଜି ୫ଜି ଡେଭଲପ୍ କରିବାରେ ବୈ÷ଜ୍ଞାନିକଙ୍କୁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/jagadish.jpg)