କନକ ବ୍ୟୁରୋ: ବଜେଟରେ ଯୁବଗୋଷ୍ଠୀ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୫ଶହ ଶୀର୍ଷ ଘରୋଇ କମ୍ପାନୀରେ ୧ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ମିଳିବ। ଏହାସହ ମାସିକ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍ ଦିଆଯିବ ଏବଂ ଏକକାଳୀନ ୬ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର। ଦେଶର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏହା ବେଶ ସହାୟକ ହେବ।
ସରକାର ଦେବେ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍
୫୦୦ ଶୀର୍ଷ ଘରୋଇ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍
୧ କୋଟି ଯୁବକ ଯୁବତୀଙ୍କୁ ଦିଆଯିବ ସୁଯୋଗ
ଇଣ୍ଟର୍ଣ୍ଣସିପ୍ ସମୟରେ ମାସିକ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍
ଏକକାଳୀନ ୬ ହଜାର ଟଙ୍କାର ସହାୟତା
୧ ବର୍ଷ ପାଇଁ ଦିଆଯିବ ଇଣ୍ଟର୍ଣ୍ଣସିପ୍
ଦେଶର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ହେବ ସହାୟକ
୫ ବର୍ଷ ଧରି କାର୍ୟ୍ୟକାରୀ ହେବ ଯୋଜନା
ଇଣ୍ଟର୍ଣ୍ଣସିପ୍ ଖର୍ଚ୍ଚ ସିଏସଆର ପାଣ୍ଠିରୁ ଭରଣା କରିବେ କମ୍ପାନୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/5-29.jpg)